ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ୨,୦୦,୦୦୦ତମ ୫ଜି ସାଇଟ ସକ୍ରିୟ ହେବା ଏବଂ ଚାର ଧାମ ଫାଇବର କନେକ୍ଟିଭିଟି ପ୍ରକଳ୍ପ ଉତ୍ସର୍ଗୀକୃତ ହେବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 26 MAY 2023 9:40PM by PIB Bhubaneshwar

ଭାରତର ,୦୦,୦୦୦ତମ ୫ଜି ସାଇଟ ସକ୍ରିୟ ହେବା ଏବଂ ଚାର ଧାମ ଫାଇବର କନେକ୍ଟିଭିଟି ପ୍ରକଳ୍ପ ଉତ୍ସର୍ଗୀକୃତ ହେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି

କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

ଯୋଗାଯୋଗ ଏବଂ ପର୍ଯ୍ୟଟନ ପାଇଁ ଏକ ଖୁସି ଖବର

 

 SR


(रिलीज़ आईडी: 1928570) आगंतुक पटल : 175
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam