ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ୨,୦୦,୦୦୦ତମ ୫ଜି ସାଇଟ ସକ୍ରିୟ ହେବା ଏବଂ ଚାର ଧାମ ଫାଇବର କନେକ୍ଟିଭିଟି ପ୍ରକଳ୍ପ ଉତ୍ସର୍ଗୀକୃତ ହେବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 26 MAY 2023 9:40PM by PIB Bhubaneswar

ଭାରତର ୨,୦୦,୦୦୦ତମ ୫ଜି ସାଇଟ ସକ୍ରିୟ ହେବା ଏବଂ ଚାର ଧାମ ଫାଇବର କନେକ୍ଟିଭିଟି ପ୍ରକଳ୍ପ ଉତ୍ସର୍ଗୀକୃତ ହେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

‘ଯୋଗାଯୋଗ ଏବଂ ପର୍ଯ୍ୟଟନ ପାଇଁ ଏକ ଖୁସି ଖବର ।’

 

 SR


(ରିଲିଜ ଆଡି: 1928570) ପରିଦର୍ଶକ କାଉଣ୍ଟର : 222