ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସରକାରଙ୍କ ଅଧୀନରେ ବିକାଶ ଯାତ୍ରାକୁ ଦର୍ଶାଉଥିବା ୱେବସାଇଟ୍ ଲିଙ୍କ୍ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 30 MAY 2023 2:48PM by PIB Bhubaneswar

ଗତ ୯ ବର୍ଷର ସରକାରଙ୍କ ବିକାଶମୂଳକ ଯାତ୍ରାକୁ ବର୍ଣ୍ଣନା କରିଥିବା ୱେବସାଇଟର ଲିଙ୍କ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।  ଲୋକେ କିପରି ବିଭିନ୍ନ ସରକାରୀ ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି ତାହା ଦେଖିବା ପାଇଁ ଏହି ୱେବସାଇଟକୁ ଯିବାକୁ ଶ୍ରୀ ମୋଦୀ ସମସ୍ତଙ୍କୁ ଆମନ୍ତ୍ରଣ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ଦେଶର ବିକାଶରେ ନିରନ୍ତର ସମର୍ପଣର ୯ ବର୍ଷ ।

ମୁଁ  ସମସ୍ତଙ୍କୁ nm-4.com/9yrsofseva ୱେବସାଇଟକୁ ଯାଇ ଆମର ବିକାଶ ଯାତ୍ରାର ଏକ ଝଲକ ଦେଖିବା ପାଇଁ ଆମନ୍ତ୍ରଣ କରୁଛି । ବିଭିନ୍ନ ସରକାରୀ ଯୋଜନାରୁ ଲୋକେ କିପରି ଲାଭାନ୍ୱିତ ହୋଇଛନ୍ତି ତାହା ଉପରେ ଆଲୋକପାତ କରିବାର ଏହା ଏକ ସୁଯୋଗ ମଧ୍ୟ ପ୍ରଦାନ କରିଥାଏ । #9YearsOfSeva’

 SR


(ରିଲିଜ ଆଡି: 1928263) ପରିଦର୍ଶକ କାଉଣ୍ଟର : 162