ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ହାନକକ୍ ପ୍ରସ୍ପେକ୍ଟିଭ ଗ୍ରୁପ ରୟହିଲ୍, ଏସ. କିଡ଼ମ୍ୟାନ ଆଣ୍ଡ କମ୍ପାନୀର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀମତୀ ଜିନା ରାଇନହାଟ ଏଓଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ
ପୋଷ୍ଟ କରାଯିବା ଦିନାଙ୍କ:
23 MAY 2023 8:52AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ସିଡନୀରେ 23 ମଇ 2023ରେ ହାନକକ୍ ପ୍ରସ୍ପେକ୍ଟିଭ ଗ୍ରୁପ ରୟହିଲ୍, ଏସ. କିଡ଼ମ୍ୟାନ ଆଣ୍ଡ କମ୍ପାନୀର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀମତୀ ଜିନା ରାଇନହାଟ ଏଓଙ୍କୁ ସାକ୍ଷାତ କରିଛନ୍ତି ।
ଏହି ସାକ୍ଷାତ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଭାରତରେ ଖଣିଜ ଏବଂ ଖଣିଜ ଖନନ କ୍ଷେତ୍ରରେ ପ୍ରାଦ୍ୟୋଗିକି, ନିବେଶ ଏବଂ ଦକ୍ଷତା ବିକାଶ ଆଦି ପରିବର୍ତନକାରୀ ସଂସ୍କାର ଏବଂ ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ । ଏହି କ୍ଷେତ୍ରରେ ଭାରତର ସହଭାଗୀ ହେବା ପାଇଁ ପ୍ରଧାନମନ୍ତ୍ରୀ ଆମନ୍ତ୍ରିତ କରିଛନ୍ତି ।
*****
AH
(ରିଲିଜ ଆଡି: 1926682)
ପରିଦର୍ଶକ କାଉଣ୍ଟର : 207
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam