ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବନସ କମ୍ପ୍ଲେକ୍ସ- ବଦରପୁରା ସ୍ଥିତ ମହୁ ପ୍ରୟୋଗଶାଳାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 21 MAY 2023 6:50PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବନସ କମ୍ପ୍ଲେକ୍ସ- ବଦରପୁରା ସ୍ଥିତ ମହୁ ପ୍ରୟୋଗଶାଳାକୁ ପ୍ରଶଂସା କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଯେତେବେଳେ ନବସୃଜନ କଥା ଆସେ, @banasdairy1969 ସବୁବେଳେ ଆଗରେ ରହିଥାଏ । ମଧୁର ବିପ୍ଳବରେ ଭାରତକୁ ଆଗେଇ ନେବା ପାଇଁ ନିଆଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦେଖି ଖୁସି ଲାଗିଲା । ମହୁ ପ୍ରୟୋଗଶାଳା ଏ କ୍ଷେତ୍ରରେ ବେଶ ଲାଭଦାୟକ ହେବ ।” 

SR


(ରିଲିଜ ଆଡି: 1926181) ପରିଦର୍ଶକ କାଉଣ୍ଟର : 145