ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମନ୍ କୀ ବାତର ୧୦୧ତମ ଅଧ୍ୟାୟ ପାଇଁ ପରାମର୍ଶ ମାଗିଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 19 MAY 2023 9:14AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ୍ କୀ ବାତର ୧୦୧ତମ ଅଧ୍ୟାୟ ପାଇଁ ଲୋକଙ୍କୁ ନିଜ ବହୁମୂଲ୍ୟ ପରାମର୍ଶ ପଠାଇବା ପାଇଁ ଏକ ଲିଙ୍କ୍ ଏବଂ ଫୋନ ନମ୍ବର ସେୟାର କରିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ମୁଁ ଆସନ୍ତା ୨୮ ତାରିଖରେ ପ୍ରସାରିତ ହେବାକୁ ଥିବା ମନ୍ କୀ ବାତର ୧୦୧ ଅଧ୍ୟାୟ ପାଇଁ ଆପଣଙ୍କର ବହୁମୂଲ୍ୟ ପରାମର୍ଶର ପ୍ରତୀକ୍ଷା କରୁଛି ଆପଣଙ୍କର ବାର୍ତ୍ତା ୧୮୦୦-୧୧-୭୮୦୦ ନମ୍ବରରେ ରେକର୍ଡ କରି ପଠାନ୍ତୁ କିମ୍ବା ନମୋ ଆପ୍‌/ମାଇ ଗଭ୍ ରେ ଲେଖନ୍ତୁ

 SR


(रिलीज़ आईडी: 1925427) आगंतुक पटल : 187
इस विज्ञप्ति को इन भाषाओं में पढ़ें: Telugu , English , Urdu , Marathi , हिन्दी , Nepali , Bengali , Manipuri , Assamese , Punjabi , Gujarati , Tamil , Kannada , Malayalam