ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଝାଡଖଣ୍ଡର ପତରାତୁରେ ବିଶୁଦ୍ଧ ଜଳ ଯୋଗାଣ ପାଇଁ ଉଦ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 17 MAY 2023 6:06PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଝାଡଖଣ୍ଡର ପତରାତୁରେ ବିଶୁଦ୍ଧ ଜଳ ଯୋଗାଣ ପାଇଁ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ଝାଡଖଣ୍ଡର ପତରାତୁରେ ୫୦ କୋଟି ଟଙ୍କା ବିନିଯୋଗରେ ଜଳ ବିଶୋଧନ ପ୍ରକଳ୍ପ ଓ ପାଣି ଟାଙ୍କି ନିର୍ମାଣ ସମ୍ପୂର୍ଣ୍ଣ ହେବା ନେଇ ହଜାରିବାଗ ସାଂସଦ ଶ୍ରୀ ଜୟନ୍ତ ସିହ୍ନାଙ୍କ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; 

ବେଶ ପ୍ରଶଂସନୀୟ ଉଦ୍ୟମ! ଏହି ବିଶୁଦ୍ଧ ଜଳ ସୁବିଧା ଝାଡଖଣ୍ଡ ପତରାତୁର ଆମ ମା ଓ ଭଉଣୀମାନଙ୍କ ଜୀବନକୁ ଖୁବ ସହଜ କରିବ ।   

SR


(रिलीज़ आईडी: 1924893) आगंतुक पटल : 185
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Nepali , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam