ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସିକ୍କିମ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 17 MAY 2023 3:43PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିକ୍କିମ ସ୍ଥାପନା ଦିବସରେ ସେଠାକାର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ମୋଦୀ ସିକ୍କିମର ନିରନ୍ତର ବିକାଶ ମଧ୍ୟ କାମନା କରିଛନ୍ତି

 

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

ସିକ୍କିମର ଭଉଣୀ ଏବଂ ଭାଇଙ୍କୁ ରାଜ୍ୟ ସ୍ଥାପନା ଦିବସର ଶୁଭକାମନା   ଆସାଧାରଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ପରଶ୍ରମୀ ଲୋକ ସମ୍ପନ୍ନ ଏହା ଏକ ଅଦ୍ଭୁତ ରାଜ୍ୟ ଏହି ରାଜ୍ୟ ବିଭିନ୍ନ କ୍ଷେତ୍ର ବିଶେଷକରି ଜୈବିକ ଚାଷରେ ବେଶ୍ ପ୍ରଗତି କରିଛି   ମୁଁ ସିକ୍କିମର ନିରନ୍ତର ବିକାଶ ପ୍ରାର୍ଥନା କରୁଛି

 

 SR


(ରିଲିଜ ଆଡି: 1924761) ପରିଦର୍ଶକ କାଉଣ୍ଟର : 183