ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦିଲ୍ଲୀରେ ନ୍ୟାସନାଲ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟରେ ଜନ ଶକ୍ତି କଳା ପ୍ରଦର୍ଶନୀ ଦେଖିଲେ ପ୍ରଧାନମନ୍ତ୍ରୀ
Posted On:
15 MAY 2023 2:39PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ନ୍ୟାସନାଲ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟରେ ଜନ ଶକ୍ତି କଳା ପ୍ରଦର୍ଶନୀ ବୁଲି ଦେଖିଛନ୍ତି । ଏହି ପ୍ରଦର୍ଶନୀରେ ମନ୍ କୀ ବାତ୍ ଅଧ୍ୟାୟର କିଛି ଥିମ୍ ଆଧାରରେ କେତେକ ଚମତ୍କାର କଳା ପ୍ରଦର୍ଶିତ ହୋଇଛି ।
ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:
ଦିଲ୍ଲୀର ନ୍ୟାସନାଲ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟରେ ଜନ ଶକ୍ତିକୁ ପରିଦର୍ଶନ କରିଥିଲି । ମନ୍ କୀ ବାତ୍ ଅଧ୍ୟାୟର କିଛି ବିଷୟବସ୍ତୁ ଆଧାରରେ ଏହା ଚମତ୍କାର କଳା ପ୍ରଦର୍ଶନୀ । ନିଜ ସୃଜନଶୀଳତା ସହ ଏହି ପ୍ରଦର୍ଶନୀକୁ ସମୃଦ୍ଧ କରିଥିବା ସମସ୍ତ କଳାକାରଙ୍କୁ ମୁଁ ପ୍ରଶଂସା କରୁଛି ।’
Visited Jana Shakti at @ngma_delhi. This is an exhibition of wonderful works of art based on some of the themes in the #MannKiBaat episodes. I compliment all the artists who have enriched the exhibition with their creativity. pic.twitter.com/HOrLDDzM2r
— Narendra Modi (@narendramodi) May 14, 2023
SR
(Release ID: 1924167)
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam