ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୦୨୨-୨୩ ଆର୍ଥିକ ବର୍ଷରେ ୫ ଲକ୍ଷରୁ ଅଧିକ ଟ୍ରେନ୍ ଚଳାଚଳକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 09 MAY 2023 4:01PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨-୨୩ ଆର୍ଥିକ ବର୍ଷରେ ଲକ୍ଷରୁ ଅଧିକ ଟ୍ରେନ୍ ଚଳାଚଳକୁ ପ୍ରଶଂସା କରିଛନ୍ତି

ବର୍ଷକୁ ବର୍ଷ କାର୍ଯ୍ୟକ୍ଷମ ମାଲବାହୀ ଟ୍ରେନ୍ ସଂଖ୍ୟା ବୃଦ୍ଧି ନେଇ ରେଳ ମନ୍ତ୍ରଣାଳୟର ଏକ ଟୁଇଟକୁ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ସଂଖ୍ୟାରେ ବୃଦ୍ଧି, ଆମ ଲଜିଷ୍ଟିକ୍ସ ଏବଂ ଆର୍ଥିକ ଅଗ୍ରଗତିକୁ ସୂଚାଉଛି

 SR


(रिलीज़ आईडी: 1922785) आगंतुक पटल : 181
इस विज्ञप्ति को इन भाषाओं में पढ़ें: Malayalam , Tamil , Kannada , Bengali , English , Urdu , Marathi , हिन्दी , Manipuri , Assamese , Punjabi , Gujarati , Telugu