ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତ ବାଣିଜ୍ୟ ଏବଂ ଲଜିଷ୍ଟିକ୍ସ ପାଇଁ ଏକ ହବ୍ ହେବାକୁ ଯାଉଛି: ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
01 MAY 2023 2:52PM by PIB Bhubaneswar
ବିଶ୍ବ ବ୍ୟାଙ୍କର LPI ୨୦୨୩ ରିପୋର୍ଟ ଅନୁଯାୟୀ ବନ୍ଦର ପରିବହନ ଏବଂ ଜଳପଥ ମନ୍ତ୍ରଣାଳୟ, ଭାରତୀୟ ବନ୍ଦରର ଦକ୍ଷତା ଏବଂ ଉତ୍ପାଦକତା ବୃଦ୍ଧି ବିଷୟରେ ଟୁଇଟ୍ କରିଛି।
ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି
ବନ୍ଦରର ବିକାଶ ଦ୍ବାରା ଭାରତ ବାଣିଜ୍ୟ ଏବଂ ଲଜିଷ୍ଟିକ୍ସ ପାଇଁ ଏକ ହବ୍ ହେବାକୁ ଯାଉଛି।
BS
(ରିଲିଜ ଆଡି: 1921267)
ପରିଦର୍ଶକ କାଉଣ୍ଟର : 187
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam