ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନକୁ ସହାୟତା ପାଇଁ ନିଜ ପକେଟ୍ ମନି ଦାନ କରିଥିବା ୭ ବର୍ଷୀୟା ନଳିନୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 26 APR 2023 5:14PM by PIB Bhubaneswar

ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନକୁ  ସହାୟତା ପାଇଁ ନିଜ ପକେଟ ମନି ଦାନ କରିଥିବା ହିମାଚଳ ପ୍ରଦେଶ ଉନାର ଜଣେ ବର୍ଷୀୟା ନିକ୍ଷୟ ମିତ୍ର ନଳିନୀ ସିଂଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି

କେନ୍ଦ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରିଛନ୍ତି:

ଭଲ ଉଦ୍ଦେଶ୍ୟ

SR


(ରିଲିଜ ଆଡି: 1919880) ପରିଦର୍ଶକ କାଉଣ୍ଟର : 148