ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଇଆଇଟି ମାଡ୍ରାସ‌ରେ ବନ୍ଦର, ଜଳପଥ ଏବଂ ତଟ ପାଇଁ ଜାତୀୟ ପ୍ରଯୁକ୍ତିବିଦ୍ୟା କେନ୍ଦ୍ରର ଉଦଘାଟନକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 25 APR 2023 4:42PM by PIB Bhubaneshwar

ଆଇଆଇଟି ମାଡ୍ରାସର ଡିସ୍କଭରି କ୍ୟାମ୍ପସରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ବନ୍ଦର, ଜଳପଥ ଏବଂ ତଟ(ଏନ୍ଟିସିବିଡବ୍ଲ୍ୟୁସି) ପାଇଁ ଜାତୀୟ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ଉଦଘାଟନ କରିଛନ୍ତି

 

ଏନଟିସିପିଡବ୍ଲ୍ୟୁସି ମହତ୍ତ୍ୱାକାଂକ୍ଷୀ ସାଗରମାଳା ପ୍ରୋଗ୍ରାମ ଅଧୀନରେ ୭୭ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହୋଇଥିଲା ଏହି ରୋଲ୍ ମଡେଲ ସେଣ୍ଟର ବୈଜ୍ଞାନିକ ସହାୟତା, ଶିକ୍ଷା, ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ଜରିଆରେ ସ୍ଥାନୀୟ, ଆଞ୍ଚଳିକ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସାମୁଦ୍ରିକ କ୍ଷେତ୍ରରେ ବିଭିନ୍ନ ଆହ୍ୱାନର ସମାଧାନ କରିପାରିବ

 

ପ୍ରଧାନମନ୍ତ୍ରୀ ଉତ୍ତର ଦେଇଛନ୍ତି:

ଆଇଆଇଟି ମାଡ୍ରାସରେ ଏନଟିସିପିଡବ୍ଲ୍ୟୁସି ଭାରତର ସାମୁଦ୍ରିକ କ୍ଷେତ୍ରର ଅଭିବୃଦ୍ଧିକୁ ମଜଭୁତ କରିବ

 

 

SR


(रिलीज़ आईडी: 1919503) आगंतुक पटल : 169
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam