ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

‘ବିଶ୍ୱ ପୃଥିବୀ ଦିବସ’ ଅବସରରେ ଟିଏମପିକେ ଦ୍ୱାରା ଆୟୋଜିତ ଏକ ଲକ୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 24 APR 2023 6:22PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିଶ୍ୱ ପୃଥିବୀ ଦିବସ ଅବସରରେ ତାକାମ ମିସିଂ ପୋରିନ କେବାଙ୍ଗ (ଟିଏମପିକେ) ଦ୍ୱାରା ଆୟୋଜିତ ଏକ ଲକ୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ।

ଲଖିମପୁର (ଆସାମ)ର ଲୋକସଭା ସାଂସଦ ଶ୍ରୀ ପ୍ରଦାନ ବରୁଆଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ନିଆରା ଉଦ୍ୟମ ।

SR


(रिलीज़ आईडी: 1919245) आगंतुक पटल : 133
इस विज्ञप्ति को इन भाषाओं में पढ़ें: Kannada , Manipuri , Telugu , English , Urdu , Marathi , हिन्दी , Assamese , Bengali , Punjabi , Gujarati , Tamil , Malayalam