ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସେଣ୍ଟ୍ରାଲ ଭିଷ୍ଟାରେ ସାପ୍ତାହିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିଆରା ସାଂସ୍କୃତିକ ପ୍ରଦର୍ଶନୀ କଳାଞ୍ଜଳିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Posted On: 21 APR 2023 2:53PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସଂସ୍କୃତି ମନ୍ତ୍ରଣାଳୟଙ୍କ ନିଆରା ସାଂସ୍କୃତିକ ପ୍ରଦର୍ଶନୀ କଳାଞ୍ଜଳିକୁ ପ୍ରଶଂସା କରିଛନ୍ତି । କଳାଞ୍ଜଳି ଅନ୍ତର୍ଗତ ପ୍ରତି ସପ୍ତାହାନ୍ତରେ ଦିଲ୍ଲୀର ଇଣ୍ଡିଆ ଗେଟ ନିକଟସ୍ଥ ସେଣ୍ଟ୍ରାଲ ଭିଷ୍ଟା ଠାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ।

ଅମୃତ ମହୋତ୍ସବର ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ସେଣ୍ଟ୍ରାଲ ଭିଷ୍ଟା ଅଞ୍ଚଳ ଭ୍ରମଣ କରିବାର ଆଉ ଏକ କାରଣ..ଭାରତର ସାଂସ୍କୃତିକ ବିବିଧତା ଓ ସ୍ପନ୍ଦନର ଉତ୍ସବ ।

 

SR



(Release ID: 1918527) Visitor Counter : 107