କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସଫରନ ଶିଳ୍ପ ସମୂହ ଅଧ୍ୟକ୍ଷ ଶ୍ରୀ ରସ ମେକଇନ୍ସ

प्रविष्टि तिथि: 20 APR 2023 5:27PM by PIB Bhubaneshwar

ସଫରନ ଶିଳ୍ପ ସମୂହ ଅଧ୍ୟକ୍ଷ ଶ୍ରୀ ରସ ମେକଇନ୍ସ ଗତକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;

ଗତକାଲି ସଫରନ ଶିଳ୍ପ ସମୂହ ଅଧ୍ୟକ୍ଷ ଶ୍ରୀ ରସ ମେକଇନ୍ସ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଦ୍ରୁତବର୍ଦ୍ଧିଷ୍ଣୁ ଭାରତୀୟ ଉଡ୍ଡୟନ ବଜାରରେ ଏହି କ୍ଷେତ୍ରରେ କାମ କରୁଥିବା କମ୍ପାନୀଗୁଡିକ ପାଇଁ ବିପୁଳ ସମ୍ଭାବନା ରହିଛି । ସଫରନ ସହ ପ୍ରତିରକ୍ଷା ଓ ମହାକାଶ କ୍ଷେତ୍ରରେ ବୈଷୟିକ ଭାଗିଦାରୀ ସମ୍ପର୍କରେ ମଧ୍ୟ ସେମାନେ ଆଲୋଚନା କରିଥିଲେ ।

 

SR


(रिलीज़ आईडी: 1918438) आगंतुक पटल : 136
इस विज्ञप्ति को इन भाषाओं में पढ़ें: English , Gujarati , Urdu , हिन्दी , Marathi , Assamese , Bengali , Manipuri , Punjabi , Tamil , Telugu , Kannada , Malayalam