ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସୁରତ ଶାଢୀ ୱାକାଥନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 20 APR 2023 6:37PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସୁରତ ନଗର ନିଗମ ଓ ସୁରତ ସ୍ମାର୍ଟ ସିଟି ଡେଭେଲପମେଣ୍ଟ ଲିମିଟେଡଙ୍କ ଦ୍ୱାରା ମିଳିତ ଭାବେ ଆୟୋଜିତ ସୁରତ ଶାଢୀ ୱାକାଥନକୁ ପ୍ରଶଂସା କରିଛନ୍ତି ।

ଦର୍ଶନା ଜରଦୋଶଙ୍କ ଏକ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଭାରତର ବସ୍ତ୍ର ପରମ୍ପରାକୁ ଲୋକପ୍ରିୟ କରିବା ପାଇଁ ସୁରତ ଶାଢୀ ୱାକାଥନ ଏକ ପ୍ରଶଂସନୀୟ ପଦକ୍ଷେପ ।

 

SR


(रिलीज़ आईडी: 1918334) आगंतुक पटल : 146
इस विज्ञप्ति को इन भाषाओं में पढ़ें: Assamese , English , Urdu , हिन्दी , Marathi , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam