ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନାଗାଲାଣ୍ଡର ଟ୍ୟୁନସାଙ୍ଗରେ ସ୍ୱଚ୍ଛ ଭାରତ ମିଶ ଅନ୍ତର୍ଗତ ହୋଇଥିବା କାମକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 17 APR 2023 10:06AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ନାଗାଲାଣ୍ଡର ଟ୍ୟୁନସାଙ୍ଗରେ ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ହୋଇଥିବା କାମକୁ ପ୍ରଶଂସା କରିଛନ୍ତି ।

ନାଗାଲାଣ୍ଡ ବିଧାନସଭାର ସଦସ୍ୟ ଶ୍ରୀ ଜାକୋବ ଝିମୋମିଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ବଢିଆ! ଆମେ ସାରା ଭାରତରେ ସ୍ୱଚ୍ଛତା ପାଇଁ ଜୋରଦାର ଉତ୍ସାହ ଦେଖିଲୁ, ଯାହା ଆଧାରରେ ସ୍ୱାସ୍ଥ୍ୟ ଓ ମହିଳା ସଶକ୍ତିକରଣ ସହିତ ବିଭିନ୍ନ କ୍ଷେତ୍ରରୁ ମିଳୁଥିବା ଲାଭ ସ୍ପଷ୍ଟ ଦୃଶ୍ୟମାନ ହେଉଛି ।

 

SR


(रिलीज़ आईडी: 1917347) आगंतुक पटल : 164
इस विज्ञप्ति को इन भाषाओं में पढ़ें: Bengali , English , Urdu , Marathi , हिन्दी , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam