ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପହିଲା ବୈଶାଖ ଅବସରରେ ଦେଶବାସୀଙ୍କ ସୁଖ ଓ ସୁସ୍ୱାସ୍ଥ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 15 APR 2023 10:47PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶୁଭ ନବ ବର୍ଷର ବିଶେଷ ଅବସରରେ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସୁଖ ଓ ସୁସ୍ୱାସ୍ଥ୍ୟ କାମନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଶୁଭ ନବ ବର୍ଷ! ଆଗାମୀ ବର୍ଷ ସୁଖ ଓ ସୁସ୍ୱାସ୍ଥ୍ୟ ଆଣି ଦେଉ ।

 

Shubho Nabo Barsho! May the year ahead bring joy and exceptional health. pic.twitter.com/xc6dnjzYYU

— Narendra Modi (@narendramodi) April 15, 2023

SR


(रिलीज़ आईडी: 1916984) आगंतुक पटल : 171
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam