ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗତ ସନ୍ଧ୍ୟାରେ ସ୍ମରଣୀୟ ତାମିଲ ନବ ବର୍ଷ ଉତ୍ସବ କାର୍ଯ୍ୟକ୍ରମକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 14 APR 2023 6:09PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ସନ୍ଧ୍ୟାରେ ନୂଆଦିଲ୍ଲୀ ଠାରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଏଲ ମୁରୁଗାନଙ୍କ ବାସଭବନରେ ଆୟୋଜି ସ୍ମରଣୀୟ ତାମିଲ ନବ ବର୍ଷ ଉତ୍ସବ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣକୁ ସେୟାର କରିଛନ୍ତି । ଶ୍ରୀ ମୋଦୀ ମଧ୍ୟ ତାମିଲ ନୂଆ ବର୍ଷ ଉତ୍ସବ କାର୍ଯ୍ୟକ୍ରମର ଏକ ଭିଡିଓ କ୍ଲିପ୍‌କୁ ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଗତ ସନ୍ଧ୍ୟାରେ ଏକ ସ୍ମରଣୀୟ ତାମିଲ ନବ ବର୍ଷ ଉତ୍ସବ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଏଠାରେ ରହିଛି ।”

HS


(ରିଲିଜ ଆଡି: 1916625) ପରିଦର୍ଶକ କାଉଣ୍ଟର : 178