ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆସାମର ଗୋଆଲପଡାରେ ଏଚପିସିଏଲର ଏଲପିଜି ବଟଲିଂ କାରଖାନା ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 14 APR 2023 8:29AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆସାମର ଗୋଆଲପଡାରେ ଏଚପିସିଏଲର ଏଲପିଜି ବଟଲିଂ କାରଖାନା ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଥିବାରୁ ପ୍ରଶଂସା କରିଛନ୍ତି । ଏହା ଆସାମ, ତ୍ରିପୁରା ଓ ମେଘାଳୟର ଉପଭୋକ୍ତାମାନଙ୍କୁ ବେଶ ସାହାଯ୍ୟ କରିବ ବୋଲି ସେ କହିଛନ୍ତି ।

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ର ମନ୍ତ୍ରୀଙ୍କ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଏହା ଆସାମ, ତ୍ରିପୁରା ଓ ମେଘାଳୟର ଉପଭୋକ୍ତାମାନଙ୍କୁ ବେଶ ସାହାଯ୍ୟ କରିବ ।

SR


(रिलीज़ आईडी: 1916403) आगंतुक पटल : 197
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam