ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନୂଆ ଏମ୍ସର ପ୍ରଭାବ ସମ୍ପର୍କରେ ଟ୍ୱିଟ ଶୃଙ୍ଖଳ ଶେୟାର କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
08 APR 2023 8:05PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ନିଶିଥ ପ୍ରମାଣିକଙ୍କ ଏକ ଟ୍ୱିଟ ଶୃଙ୍ଖଳ ଶେୟାର କରିଛନ୍ତି । ଏଥିରେ ପଶ୍ଚିମବଙ୍ଗର ଉଦାହରଣ ଶେୟାର କରାଯାଇଛି । ଏହି ଟ୍ୱିଟ ଶୃଙ୍ଖଳ ଦେଶରେ ଅଧିକରୁ ଅଧିକ ଏମ୍ସ ସ୍ଥାପନର ସୁଫଳ ସମ୍ପର୍କରେ ଗୁରୁତ୍ୱାରୋପ କରୁଛି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ପଶ୍ଚିମବଙ୍ଗର ଉଦାହରଣ ଉଲ୍ଲେଖ କରି ଏହି ଟ୍ୱିଟ ଶୃଙ୍ଖଳ ଦେଶରେ ଅଧିକରୁ ଅଧିକ ଏମ୍ସ ସ୍ଥାପନର ସୁଫଳ ସମ୍ପର୍କରେ ଗୁରୁତ୍ୱାରୋପ କରୁଛି ।
ଏହି ସନ୍ଦର୍ଭରେ ଆମ ସରକାର ମେଡିକାଲ କଲେଜଗୁଡିକର ସଂଖ୍ୟା ବଢାଉଛି ଓ ସ୍ଥାନୀୟ ଭାଷାରେ ଡାକ୍ତରୀ ପଢିବା ସୁନିଶ୍ଚିତ କରୁଛି । ଏହା ଲୋକଙ୍କୁ ସାହାଯ୍ୟ କରୁଛି ।”
SR
(रिलीज़ आईडी: 1914952)
आगंतुक पटल : 142
इस विज्ञप्ति को इन भाषाओं में पढ़ें:
Punjabi
,
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Gujarati
,
Tamil
,
Telugu
,
Kannada
,
Malayalam