ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଖେଲୋ ଇଣ୍ଡିଆ ପ୍ରମାଣପତ୍ରର ଡିଜିଲକର ସହ ଏକତ୍ରୀକରଣକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
08 APR 2023 8:03PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖେଲୋ ଇଣ୍ଡିଆ ପ୍ରମାଣପତ୍ରର ଡିଜିଲକର ସହ ଏକତ୍ରୀକରଣକୁ ପ୍ରଶଂସା କରିଛନ୍ତି ।
କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଏକ ଟ୍ୱିଟ ଶୃଙ୍ଖଳରେ ଖେଲୋ ଇଣ୍ଡିଆ ପ୍ରମାଣପତ୍ରର ଡିଜିଲକର ସହ ଏକତ୍ରୀକରଣ ସମ୍ପର୍କରେ ସୂଚନା ଦେଇଥିଲେ ।
କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଏହା କ୍ରୀଡାବିତ, ସପୋର୍ଟ ଷ୍ଟାଫ, ଅଧିକାରୀ ଓ ଅନ୍ୟମାନଙ୍କ ପାଇଁ ଲାଭଦାୟକ ହେବ ।”
SR
(रिलीज़ आईडी: 1914951)
आगंतुक पटल : 154
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam