ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସିକନ୍ଦରାବାଦ ରେଳ ଷ୍ଟେସନର ପୁନଃବିକାଶ ଦ୍ୱାରା ଅସଂଖ୍ୟ ଲୋକ ଲାଭାନ୍ୱିତ ହେବେ: ପ୍ରଧାନମନ୍ତ୍ରୀ
प्रविष्टि तिथि:
07 APR 2023 4:56PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ, ସିକନ୍ଦରାବାଦ ରେଳ ଷ୍ଟେସନର ପୁନଃବିକାଶ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଯାହାଦ୍ୱାରା ଅସଂଖ୍ୟ ଲୋକ ଲାଭାନ୍ୱିତ ହେବେ ।
ସିକନ୍ଦରାବାଦ ରେଳ ଷ୍ଟେସନର ପୁନଃବିକାଶ କାମର ଶିଳାନ୍ୟାସ ସମ୍ପର୍କରେ ଡିଡି ନ୍ୟୁଜର ଏକ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଯାହାଦ୍ୱାରା ଅସଂଖ୍ୟ ଲୋକ ଲାଭାନ୍ୱିତ ହେବେ ।”
SR
(रिलीज़ आईडी: 1914659)
आगंतुक पटल : 177
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam