ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦ୍ୱିତୀୟ ପର୍ଯ୍ୟାୟ ଯୁବ ସଂଗମରେ ପଞ୍ଜିକରଣ ପାଇଁ ଯୁବପୀଢିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

प्रविष्टि तिथि: 07 APR 2023 4:52PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ପର୍ଯ୍ୟାୟ ଯୁବ ସଂଗମରେ ପଞ୍ଜିକରଣ ପାଇଁ ଯୁବପୀଢିଙ୍କୁ ଆହ୍ୱାନ ଜଣାଇଛନ୍ତି ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ବିଭିନ୍ନ #YuvaSangam ବିନିମୟ କାର୍ଯ୍ୟକ୍ରମର ସୁନ୍ଦର ଚିତ୍ର ଓ ଭିଡିଓ ଦେଖୁଛି ଏବଂ ଏହା ଏକ ଭାରତ, ଶ୍ରେଷ୍ଠ ଭାରତ ଭାବନାକୁ ପ୍ରଗାଢ କରିବାର ଉତ୍କୃଷ୍ଟ ଉପାୟ । ଏବେ ଯୁବପୀଢିଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପଞ୍ଜିକରଣ କରିବାକୁ ଆହ୍ୱାନ ଜଣାଉଛି ।   

 

SR


(रिलीज़ आईडी: 1914653) आगंतुक पटल : 138
इस विज्ञप्ति को इन भाषाओं में पढ़ें: Telugu , English , Urdu , हिन्दी , Marathi , Manipuri , Assamese , Bengali , Punjabi , Gujarati , Tamil , Kannada , Malayalam