ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦିଉର ଉପକୂଳ ସ୍ୱଚ୍ଛତା ଓ ବିକାଶ ସମ୍ପର୍କରେ ଉଲ୍ଲେଖନୀୟ ଟ୍ୱିଟ ଶୃଙ୍ଖଳ ଶେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 07 APR 2023 4:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଦିଉର ଉପକୂଳ ସ୍ୱଚ୍ଛତା ଓ ବିକାଶ ସମ୍ପର୍କରେ ଏକ ଉଲ୍ଲେଖନୀୟ ଟ୍ୱିଟ ଶୃଙ୍ଖଳ ଶେୟାର କରିଛନ୍ତି ।

ଦାମନ ଓ ଦିଉର ସାଂସଦ ଶ୍ରୀ ଲାଲୁଭାଇ ପଟେଲଙ୍କ ବ୍ଲୁ ଫ୍ଲାଗ ବେଳାଭୂମି ସମ୍ପର୍କରେ ଟ୍ୱିଟ ଶୃଙ୍ଖଳ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଦିଉର ଉପକୂଳ ସ୍ୱଚ୍ଛତା ଓ ବିକାଶ ସମ୍ପର୍କରେ ଏକ ଉଲ୍ଲେଖନୀୟ ଟ୍ୱିଟ ଶୃଙ୍ଖଳ । ସେଠାରେ ସୁନ୍ଦର ଉପକୂଳ ଓ ବେଳାଭୂମି ରହିଛି । ଏହା ଦର୍ଶାଉଛି, ସାମୂହିକ ଉଦ୍ୟମ ଦ୍ୱାରା କିପରି ମାନସିକତାରେ ପରିବର୍ତ୍ତନ ଆସିଥାଏ ଓ ସମାଜ ଲାଭାନ୍ୱିତ ହୋଇଥାଏ ।

 

SR


(रिलीज़ आईडी: 1914652) आगंतुक पटल : 175
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam