ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସହରୀ ଗ୍ୟାସ ବିତରଣ ନେଟୱାର୍କର ପ୍ରଗତିକୁ ପ୍ରଶଂସା କରଛନ୍ତି ପ୍ରଧାନମନ୍ତ୍ରୀ


ସହରୀ ଗ୍ୟାସ୍ ବିତରଣ ନେଟୱାର୍କ ବର୍ତ୍ତମାନ ୬୩୦ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିଛି, ଯାହା ୨୦୧୪ ରେ ୬୬ ଥିଲା

प्रविष्टि तिथि: 05 APR 2023 4:12PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେହି ସମସ୍ତଙ୍କୁ ପ୍ରଶଂସା କରିଛନ୍ତି ଯେଉଁମାନେ ସହରୀ ଗ୍ୟାସ ବିତରଣ ନେଟୱାର୍କର ପ୍ରଗତିରେ ସାମିଲ ଅଛନ୍ତି

କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଏକ ଟୁଇଟରେ ସୂଚନା ଦେଇଛନ୍ତି ଯେ ସୁବିଧାଜନକ ତଥା ସୁଲଭ ଇନ୍ଧନ ଯୋଗାଇବା ପାଇଁ ସହରୀ ଗ୍ୟାସ ବିତରଣ ନେଟୱାର୍କ ବ୍ୟାପକ ପଦକ୍ଷେପ ନେଇଛି ୨୦୧୪ ରେ କେବଳ ୬୬ ଟି ଜିଲ୍ଲାରୁ ସିଜିଡି ନେଟୱାର୍କ ୨୦୨୩ ରେ ୬୩୦ ଜିଲ୍ଲାକୁ ସାମିଲ କରିଛି; ଘରୋଇ ପିଏନଜି ସଂଯୋଗ ସଂଖ୍ୟା ୨୦୧୪ ରେ ମାତ୍ର ୨୫.୪୦ ଲକ୍ଷ ଥିବାବେଳେ ବର୍ତ୍ତମାନ ୧୦୩.୯୩ ଲକ୍ଷ ହୋଇଛି

କେନ୍ଦ୍ର ମନ୍ତ୍ରୀଙ୍କ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;

ଏଗୁଡିକ ଭଲ ସଂଖ୍ୟା ମୁଁ ଏହି ସମସ୍ତଙ୍କୁ ପ୍ରଶଂସା କରେ ଯେଉଁମାନେ ଏହି ଅର୍ନ୍ତଭୁକ୍ତିକୁ ସଫଳ କରିବା ପାଇଁ ବର୍ଷ ବର୍ଷ ଧରି ପରିଶ୍ରମ କରିଥିଲେ

HS


(रिलीज़ आईडी: 1913906) आगंतुक पटल : 166
इस विज्ञप्ति को इन भाषाओं में पढ़ें: Bengali , English , Urdu , हिन्दी , Marathi , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam