ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବନ୍ଦର-ଭିତ୍ତିକ ବିକାଶ ଏବଂ ସହଜ ବ୍ୟବସାୟ ସୁନିଶ୍ଚିତ କରିବା ଦିଗରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଦେଖି ଆନନ୍ଦିତ : ପ୍ରଧାନମନ୍ତ୍ରୀ

Posted On: 03 APR 2023 7:36AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଲଜିଷ୍ଟିକ୍ ପୋର୍ଟାଲ୍‌-ମେରାଇନ୍ ମୋବାଇଲ୍ ଆପ୍ ସାଗର ସେତୁ ଉପରେ ଖୁସି ବ୍ୟକ୍ତ କରିଛନ୍ତି

ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ବନ୍ଦର-ଭିତ୍ତିକ ବିକାଶ ପାଇଁ ଏବଂ ବ୍ୟବସାୟର ସହଜତାକୁ ସୁନିଶ୍ଚିତ କରିବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯାଉଥିବା ଦେଖି ଆନନ୍ଦିତ

HS



(Release ID: 1913173) Visitor Counter : 83