ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ସେନା ପାଇଁ ଉନ୍ନୀତ ଆକାଶ ଯୁଦ୍ଧାସ୍ତ୍ର ବ୍ୟବସ୍ଥା ଓ ୧୨ ଯୁଦ୍ଧାସ୍ତ୍ର ସ୍ଥାନ ନିରୂପଣ ରାଡାର୍ସ ସ୍ୱାତୀ (ସମତଳ) ପାଇଁ ୯୧୦୦ କୋଟିରୁ ଅଧିକ ଟଙ୍କାର ଚୁକ୍ତି ସ୍ୱାକ୍ଷର କଲେ


ପ୍ରଧାନମନ୍ତ୍ରୀ କହିଲେ ଏହା ଏକ ପ୍ରଶଂସନୀୟ ଅଗ୍ରଗତି, ଯାହା ଆତ୍ମନିର୍ଭରତାକୁ ପ୍ରୋତ୍ସାହିତ କରିବ ଓ ବିଶେଷ କରି ଏମଏସଏମଇ କ୍ଷେତ୍ରକୁ ସାହାଯ୍ୟ କରିବ

Posted On: 31 MAR 2023 6:06PM by PIB Bhubaneshwar

ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଏକ ଟ୍ୱିଟରେ ସୂଚନା ଦିଆଯାଇଛି, ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ସେନା ପାଇଁ ଉନ୍ନୀତ ଆକାଶ ଯୁଦ୍ଧାସ୍ତ୍ର ବ୍ୟବସ୍ଥା ଓ ୧୨ ଯୁଦ୍ଧାସ୍ତ୍ର ସ୍ଥାନ ନିରୂପଣ ରାଡାର୍ସ, ଡବ୍ଲୁଏଲଆର ସ୍ୱାତୀ (ସମତଳ) ପାଇଁ ୯୧୦୦ କୋଟିରୁ ଅଧିକ ଟଙ୍କାର ଚୁକ୍ତି ମାର୍ଚ୍ଚ ୩୦,୨୦୨୩ରେ ସ୍ୱାକ୍ଷର କରିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ପ୍ରଶଂସନୀୟ ଅଗ୍ରଗତି, ଯାହା ଆତ୍ମନିର୍ଭରତାକୁ ପ୍ରୋତ୍ସାହିତ କରିବ ଓ ବିଶେଷ କରି ଏମଏସଏମଇ କ୍ଷେତ୍ରକୁ ସାହାଯ୍ୟ କରିବ ।

 

SR



(Release ID: 1912606) Visitor Counter : 74