ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷତ କରିଛନ୍ତି ଆନ୍ତର୍ଜାତୀୟ ଟେଲି ଯୋଗାଯୋଗ ସଂଘର ମହାସଚିବ ଡୋରେନ୍ ବୋଗଡାନ- ମାର୍ଟିନ

प्रविष्टि तिथि: 24 MAR 2023 8:28AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନ୍ତର୍ଜାତୀୟ ଟେଲି ଯୋଗାଯୋଗ ସଂଘର ମହାସଚିବ ଡୋରେନ୍ ବୋଗଡାନ- ମାର୍ଟିନ ଭେଟିଛନ୍ତି ଏକ ଉନ୍ନତ ତଥା ସ୍ଥାୟୀ ଗ୍ରହ ପାଇଁ ଡିଜିଟାଲ୍ ଜ୍ଞାନକୌଶଳର ଉପଯୋଗ ଉପରେ ଉଭୟ ମାନ୍ୟଗଣ୍ୟ ବ୍ୟକ୍ତି ବିସ୍ତୃତ ଆଲୋଚନା କରିଥିଲେ

ସୁଶ୍ରୀ ଡୋରେନ୍ ବୋଗଡାନ- ମାର୍ଟିନଙ୍କ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ଆଇଟିୟୁ ମହାସଚିବ ଡୋରେନ୍ ବୋଗଡାନ୍‌-ମାର୍ଟିନଙ୍କୁ ଭେଟି ଆନନ୍ଦିତ   ଏକ ଉନ୍ନତ ତଥା ସ୍ଥାୟୀ ଗ୍ରହ ପାଇଁ ଡିଜିଟାଲ୍ ଜ୍ଞାନକୌଶଳର ଉପଯୋଗ ଉପରେ ଆମର ବ୍ୟାପକ ଆଲୋଚନା ହୋଇଥିଲା

HS


(रिलीज़ आईडी: 1912596) आगंतुक पटल : 141
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Malayalam