ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଝାଡଖଣ୍ଡ ସାଂସଦଙ୍କ ବୁକ ବ୍ୟାଙ୍କ ଉପକ୍ରମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 30 MAR 2023 2:14PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ରାଞ୍ଚି ଲୋକସଭା ସାଂସଦ ଶ୍ରୀ ସଞ୍ଜୟ ସେଠଙ୍କ ବୁକ ବ୍ୟାଙ୍କ ଉପକ୍ରମକୁ ପ୍ରଶଂସା କରିଛନ୍ତି ।

ସାଂସଦଙ୍କ ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଖୁବ ଖୁସିର କଥା! ବୁକ ବ୍ୟାଙ୍କ ଏକ ନିଆରା ପ୍ରୟାସ, ଯାହା ଯୁବପୀଢିଙ୍କ ମଧ୍ୟରେ ପୁସ୍ତକ ପ୍ରେମ ବଢାଇବ ।

 

SR


(रिलीज़ आईडी: 1912199) आगंतुक पटल : 155
इस विज्ञप्ति को इन भाषाओं में पढ़ें: Bengali , Gujarati , English , Urdu , Marathi , हिन्दी , Assamese , Manipuri , Punjabi , Tamil , Telugu , Kannada , Malayalam