ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜସ୍ଥାନ ଦିବସ ଅବସରରେ ରାଜସ୍ଥାନବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 30 MAR 2023 9:43AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ରାଜସ୍ଥାନ ଦିବସ ଅବସରରେ ରାଜସ୍ଥାନବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ ଏହି ସମୃଦ୍ଧ ଐତିହ୍ୟ ସମ୍ପନ୍ନ ରାଜ୍ୟର ସର୍ବାଙ୍ଗୀନ ବିକାଶ କାମନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ରାଜସ୍ଥାନ ଦିବସରେ ରାଜ୍ୟର ସମସ୍ତ ଭାଇଭଉଣୀଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭକାମନା । ଏହି ଅବସରରେ ସମୃଦ୍ଧ ଐତିହ୍ୟ ସମ୍ପନ୍ନ ଏହି ପ୍ରଦେଶର ସର୍ବାଙ୍ଗୀନ ବିକାଶ କାମନା କରୁଛି ।

 

SR


(रिलीज़ आईडी: 1912196) आगंतुक पटल : 152
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam