ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶିଷ୍ଟ ଅଭିନେତା ଓ ପୂର୍ବତନ ସାଂସଦ ଶ୍ରୀ ଇନୋସେଣ୍ଟ ବରିଦ ଥେକ୍କେଥଲାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 27 MAR 2023 10:05AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିଶିଷ୍ଟ ଅଭିନେତା ଓ ପୂର୍ବତନ ସାଂସଦ ଶ୍ରୀ ଇନୋସେଣ୍ଟ ବରିଦ ଥେକ୍କେଥଲାଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।  

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ବିଶିଷ୍ଟ ଅଭିନେତା ଓ ପୂର୍ବତନ ସାଂସଦ ଶ୍ରୀ ଇନୋସେଣ୍ଟ ବରିଦ ଥେକ୍କେଥଲାଙ୍କ ବିୟୋଗରେ ମର୍ମାହତ । ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବା ସହ ଲୋକଙ୍କ ଜୀବନରେ ହାସ୍ୟ ଭରୁଥିଲେ । ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା । ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ :ପ୍ରଧାନମନ୍ତ୍ରୀ@narendramodi”  

 

SR


(रिलीज़ आईडी: 1911265) आगंतुक पटल : 162
इस विज्ञप्ति को इन भाषाओं में पढ़ें: Kannada , English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Telugu , Malayalam