ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ଶ୍ରୀ ହରିଚନ୍ଦ ଠାକୁର ଜୀଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 19 MAR 2023 7:33PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଶ୍ରୀ ହରିଚନ୍ଦ ଠାକୁର ଜୀଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ମୁଁ ତାଙ୍କ ଜୟନ୍ତୀରେ ଶ୍ରୀ ଶ୍ରୀ ହରିଚନ୍ଦ ଠାକୁର ଜୀଙ୍କୁ ପ୍ରଣାମ କରୁଛି ଅସମାନତା ଦୂର କରିବା ଏବଂ ସମନ୍ୱୟକୁ ଆଗକୁ ନେବାରେ ତାଙ୍କର ଭୂମିକା ଅତୁଳନୀ   ସେ ସାମାଜିକ ନ୍ୟାୟ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଲୋକଙ୍କ ମଧ୍ୟରେ ଅଧିକ ଶିକ୍ଷା ପାଇଁ କାର୍ଯ୍ୟ କରିଥିଲେ ତାଙ୍କର ଆଦର୍ଶ ପୂରଣ ପାଇଁ ଆମେ କାର୍ଯ୍ୟ ଜାରି ରଖିବୁ

HS


(ରିଲିଜ ଆଡି: 1908632) ପରିଦର୍ଶକ କାଉଣ୍ଟର : 159