ପୋଷ୍ଟ କରାଯିବା ଦିନାଙ୍କ:
18 MAR 2023 7:31AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଗରିକ ମାନଙ୍କୁ ମାଇଁଗଭ କିମ୍ବା ନମୋ ଆପ୍ ମାଧ୍ୟମରେ ମନ କି ବାତ୍ର ୯୯ ତମ ଏପିସୋଡ୍ ନିମନ୍ତେ ବାର୍ତ୍ତା ରେକର୍ଡ କରିବା ପାଇଁ ୧୮୦୦ – ୧୧- ୭୮୦୦ ରେ କଲ୍ କରି ନିଜର ମତାମତ ପ୍ରଦାନ କରିବା ନିମନ୍ତେ ଏବଂ ଏବଂ ପ୍ରେରଣାଦାୟକ ପ୍ରୟାସକୁ ଆଲୋକିତ କରିବା ନିମନ୍ତେ ଉତ୍ସାହିତ କରିଛନ୍ତି । ଏହି ଏପିସୋଡ୍ ୨୬ ମାର୍ଚ୍ଚ ୨୦୨୩ ରେ ଅନୁଷ୍ଠିତ ହେବ ।
ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ;
“୨୬ ରେ, #ମନକିବାତ୍ ର ୯୯ ତମ ଏପିସୋଡ୍ ଅନୁଷ୍ଠିତ ହେବ । ଅନେକ ଲୋକ ସେମାନଙ୍କର ମତାମତ ପ୍ରଦାନ କରୁଛନ୍ତି ଏବଂ ପ୍ରେରଣାଦାୟକ ପ୍ରୟାସକୁ ଆଲୋକିତ କରୁଛନ୍ତି ଯାହା ସାମାଜିକ ପରିବର୍ତ୍ତନ ଆଣୁଛି । ମାଇଁଗଭ୍ କିମ୍ବା ନମୋ ଆପରେ ଆପଣଙ୍କର ମତାମତ ପ୍ରଦାନ କରନ୍ତୁ କିମ୍ବା ଏକ ବାର୍ତ୍ତା ରେକର୍ଡ କରିବାକୁ ୧୮୦୦ – ୧୧- ୭୮୦୦ରେ ଡାଏଲ୍ କରନ୍ତୁ । ”
***
SSP