ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜଳ, ସ୍ଥଳ ଏବଂ ଆକାଶରେ ମହିଳାଙ୍କ ନୂତନ ରେକର୍ଡ ଏକ ବିକଶିତ ଭାରତ ର୍ନିମାଣରେ ମାଇଲଖୁଣ୍ଟଣ୍ଟ ବୋଲି ପ୍ରମାଣିତ ହେବ: ପ୍ରଧାନମନ୍ତ୍ରୀ
Posted On:
16 MAR 2023 6:00PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଜଳ, ସ୍ଥଳ ଏବଂ ଆକାଶରେ ମହିଳାଙ୍କ ନୂତନ ରେକର୍ଡ ଏକ ବିକଶିତ ଭାରତ ଗଠନରେ ମାଇଲଖୁଣ୍ଟ ହେବ ।
ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରଣାଳୟର ଏକ ଟୁଇଟ୍ର ଜବାବରେ ଶ୍ରୀ ମୋଦୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଯେଉଁଥିରେ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ‘ସେରଙ୍ଗ ସାନ୍ଧ୍ୟା' ଏକ ଫେରିର ନିର୍ଦ୍ଦେଶ ନେଇଛି ଯାହା ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ନେଇଯିବ ।
ଉପରୋକ୍ତ ସଫଳତା ବିଷୟରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ମହିଳା ଶକ୍ତିକୁ ନମସ୍କାର! ଜଳ, ସ୍ଥଳ ଏବଂ ଆକାଶରେ ମହିଳାଙ୍କ ନୂତନ ରେକର୍ଡ ଏକ ବିକଶିତ ଭାରତ ଗଠନରେ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ ।”
HS
(Release ID: 1907666)
Read this release in:
English
,
Urdu
,
Hindi
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam