ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ ଶକ୍ତି ଆତ୍ମନିର୍ଭରତା ଓ ନିରନ୍ତର ପ୍ରଗତି ଆଗେଇ ନେବାକୁ ସଂକଳ୍ପବଦ୍ଧ:ପ୍ରଧାନମନ୍ତ୍ରୀ

Posted On: 15 MAR 2023 8:45PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ଶକ୍ତି ଆତ୍ମନିର୍ଭରତା ଏବଂ ନିରନ୍ତର ପ୍ରଗତି ଆଗେଇ ନେବାକୁ ସଂକଳ୍ପବଦ୍ଧ ।

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ନିଜ ଟ୍ୱିଟରେ କହିଥିଲେ, ଭାରତ ଏବେ ବିଶ୍ୱର ତୃତୀୟ ବୃହତ ଶକ୍ତି ଉପଭୋକ୍ତା, ତୃତୀୟ ବୃହତ ତୈଳ ଉପଭୋକ୍ତା, ଚତୁର୍ଥ ବୃହତ ଏନଏନଜି ଆମଦାନୀକାରୀ, ଚତୁର୍ଥ ବୃହତ ତୈଳ ବିଶୋଧନକାରୀ ଓ ଚତୁର୍ଥ ବୃହତ ଗାଡି ମୋଟର ବଜାର ପାଲଟିଛି । ଏହି ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଭାରତ ଶକ୍ତି ଆତ୍ମନିର୍ଭରତା ଏବଂ ନିରନ୍ତର ପ୍ରଗତି ଆଗେଇ ନେବାକୁ ସଂକଳ୍ପବଦ୍ଧ ।”   

SR



(Release ID: 1907527) Visitor Counter : 90