ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ହରଦୀପ ସିଂହ ପୁରୀଙ୍କ ପ୍ରବନ୍ଧ ଶେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 15 MAR 2023 2:34PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କ ଲିଖିତ ଏକ ପ୍ରବନ୍ଧ ଶେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;

କେନ୍ଦ୍ର ମନ୍ତ୍ରୀ @HardeepSPuri ଲେଖିଛନ୍ତି ଯେ, କିପରି ଅମୃତ କାଳରେ ପାରମ୍ପରିକ ଇନ୍ଧନ ସହ ନବୀକରଣଯୋଗ୍ୟ ଶକ୍ତି ଭାରତର ଶକ୍ତି ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ହେବ...ନିଶ୍ଚିତ ପଢନ୍ତୁ ।  

 

SR


(रिलीज़ आईडी: 1907118) आगंतुक पटल : 154
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam