ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆମେରିକା ବାଣିଜ୍ୟ ମନ୍ତ୍ରୀ ଜିନା ରାୟମୋଣ୍ଡୋ

ପୋଷ୍ଟ କରାଯିବା ଦିନାଙ୍କ: 12 MAR 2023 6:21PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗତକାଲି ଆମେରିକାର ବାଣିଜ୍ୟ ମନ୍ତ୍ରୀ ମହାମହିମ ଜିନା ରାୟମୋଣ୍ଡୋ ଭେଟିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;

“ଆମେରିକା ବାଣିଜ୍ୟ ମନ୍ତ୍ରୀ @SecRaimondoଙ୍କ ଗତକାଲି ପ୍ରଧାନମନ୍ତ୍ରୀ@narendramodiଙ୍କ ସହ ଫଳପ୍ରସୂ ବୈଠକ ହୋଇଛି ।

 

SR


(ରିଲିଜ ଆଡି: 1906165) ପରିଦର୍ଶକ କାଉଣ୍ଟର : 154