ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସମଗ୍ର ବ୍ରଡ ଗଜ୍ ନେଟୱାର୍କ ୧୦୦% ବିଦ୍ୟୁତିକରଣ ହାସଲ କରିଥିବାରୁ କେନ୍ଦ୍ରୀୟ ରେଳବାଇକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
11 MAR 2023 4:16PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ବ୍ରଡ ଗଜ୍ ନେଟୱାର୍କ ୧୦୦% ବିଦ୍ୟୁତିକରଣ ହାସଲ କରିଥିବାରୁ କେନ୍ଦ୍ରୀୟ ରେଳବାଇର ସମସ୍ତ ଦଳକୁ ପ୍ରଶଂସା କରିଛନ୍ତି ।
କେନ୍ଦ୍ରୀୟ ରେଳବାଇର ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଉଲ୍ଲେଖନୀୟ ପ୍ରଦର୍ଶନ । ସମଗ୍ର ଦଳକୁ ପ୍ରଶଂସା ।”
HS
(रिलीज़ आईडी: 1905983)
आगंतुक पटल : 177
इस विज्ञप्ति को इन भाषाओं में पढ़ें:
Tamil
,
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam