ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

କୋହିମା ଠାରେ ଶପଥ ଗ୍ରହଣ ସମାରୋହରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ

Posted On: 09 MAR 2023 9:54AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ ଓ ତାଙ୍କ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶ୍ରୀ @Neiphiu_Rio ଜୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ସମାରୋହରେ ଯୋଗ ଦେଲି । ଯୁବ ଓ ଅଭିଜ୍ଞମାନଙ୍କୁ ନେଇ ଗଠିତ ଏହି ମନ୍ତ୍ରୀମଣ୍ଡଳ ନାଗାଲାଣ୍ଡକୁ ସୁଶାସନ ପଥରେ ଆଗେଇ ନେବ ଓ ଲୋକଙ୍କ ଆକାଂକ୍ଷା ପୂରଣ କରିବ ବୋଲି ମୋର ବିଶ୍ୱାସ ।

 

SR



(Release ID: 1905201) Visitor Counter : 92