ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦକ୍ଷିଣ ବେଙ୍ଗଲୁରୁରେ ୧୦୦ତମ ଜନୌଷଧି କେନ୍ଦ୍ର, ନମୋ ନିଃଶୁଳ୍କ ଡାଏଲିସିସ କେନ୍ଦ୍ର ଓ ୪ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କ୍ଲିନିକ ଶୁଭାରମ୍ଭକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
Posted On:
08 MAR 2023 8:00PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ବେଙ୍ଗଲୁରୁରେ ୧୦୦ତମ ଜନୌଷଧି କେନ୍ଦ୍ର, ନମୋ ନିଃଶୁଳ୍କ ଡାଏଲିସିସ କେନ୍ଦ୍ର ଓ ୪ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ଶୁଭାରମ୍ଭକୁ ପ୍ରଶଂସା କରିଛନ୍ତି ।
ସାଂସଦ ଶ୍ରୀ ତେଜସ୍ୱୀ ସୂର୍ଯ୍ୟଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବେଙ୍ଗଲୁରୁ ପାଇଁ ଏକ ଉଲ୍ଲେଖନୀୟ ଉପଲବ୍ଧି ।”
SR
(Release ID: 1905167)
Visitor Counter : 111
Read this release in:
Bengali
,
Kannada
,
English
,
Urdu
,
Marathi
,
Hindi
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam