ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ତ୍ରିପୁରାରେ ଶପଥ ନେଇଥିବା ଡଃ ମାନିକ ସାହା ଓ ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
08 MAR 2023 7:57PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଡଃ ମାନିକ ସାହା ଓ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିବା ତାଙ୍କ ସହଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଆଜି ଶପଥ ନେଇଥିବା ଡଃ ମାନିକ ସାହା ଜୀ ଓ ତାଙ୍କ ଟିମକୁ ଶୁଭେଚ୍ଛା । ଏହି ଟିମ ନିଶ୍ଚିତ ଭାବେ ପୁନଃପ୍ରାପ୍ତ ଜନାଦେଶର ଆକାଂକ୍ଷା ପୂରଣ କରିବ ଓ ତ୍ରିପୁରାର ବିକାଶ ଯାତ୍ରାକୁ ତ୍ୱରାନ୍ୱିତ କରିବ । ସେମାନଙ୍କ ଉଦ୍ୟମ ପାଇଁ ଶୁଭକାମନା ଜଣାଉଛି । @DrManikSaha2”
SR
(ରିଲିଜ ଆଡି: 1905162)
ପରିଦର୍ଶକ କାଉଣ୍ଟର : 147
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam