ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତର ପୂର୍ବାଞ୍ଚଳରେ ବିତାଇଥିବା ଦିନର ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 08 MAR 2023 7:56PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଉତ୍ତର ପୂର୍ବାଞ୍ଚଳରେ ବିତାଇଥିବା ଦିନର ଝଲକ ଆଜି ଶେୟାର କରିଛନ୍ତି । ମେଘାଳୟ ଓ ନାଗାଲାଣ୍ଡରେ ନୂଆ ସରକାରଙ୍କ ଶପଥ ଗ୍ରହଣରେ ସେ ଯୋଗ ଦେଇଥିଲେ । ଆଜି ସେ ତ୍ରିପୁରା ଠାରେ ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ।  

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଗତକାଲି ଉତ୍ତର ପୂର୍ବାଞ୍ଚଳରେ ବିତାଇଥିବା ବିଶେଷ ଦିନର ଝଲକ । ଆଜି ତ୍ରିପୁରା ଠାରେ ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବି ।

SR


(ରିଲିଜ ଆଡି: 1905161) ପରିଦର୍ଶକ କାଉଣ୍ଟର : 163