ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ଇନ୍ଦିବୋର ଦେଉରିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 08 MAR 2023 8:30AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିଶିଷ୍ଟ ବୁଦ୍ଧିଜୀବୀ ଶ୍ରୀ ଇନ୍ଦିବୋର ଦେଉରିଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ହୋଇଥିବା ଏକ ଟ୍ୱିଟରେ କୁହାଯାଇଛି;

“ଶ୍ରୀ ଇନ୍ଦିବୋର ଦେଉରି ଜୀଙ୍କ ବିୟୋଗରେ ଦୁଃଖିତ । ସାହିତ୍ୟ, ସଂସ୍କୃତି ଓ ଶିକ୍ଷା ଜଗତ ପ୍ରତି ତାଙ୍କର ସମୃଦ୍ଧ ଅବଦାନ ଥିଲା । ତାଙ୍କ ପରିବାର ଓ ଶୁଭେଚ୍ଛୁଙ୍କୁ ସମବେଦନା । ଓମ ଶାନ୍ତି: ପ୍ରଧାନମନ୍ତ୍ରୀ@narendramodi   

 

SR


(रिलीज़ आईडी: 1905158) आगंतुक पटल : 163
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Punjabi , Gujarati , Tamil , Telugu , Kannada , Malayalam