ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଫକ୍ସକନ୍‌ ର ଚେୟାରମ୍ୟାନଙ୍କ ସହିତ ସାକ୍ଷତ କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 01 MAR 2023 1:22PM by PIB Bhubaneshwar

  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ହୋନ ହାଇ ଟେକ୍ନୋଲୋଜି ଗ୍ରୁପ୍ (ଫକ୍ସକନ୍) ଚେୟାରମ୍ୟାନ୍ ଶ୍ରୀ ୟଙ୍ଗ ଲିୟୁଙ୍କ ସହିତ ସାକ୍ଷାତ କରିଛନ୍ତି।  ସେମାନେ ଭାରତର ବୈଷୟିକ ଜ୍ଞାନକୌଶଳ ଏବଂ ନୂତନ ଇକୋ-ସିଷ୍ଟମକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିବା ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ

ହୋନ ହାଇ ଟେକ୍ନୋଲୋଜି ଗ୍ରୁପ୍ (ଫକ୍ସକନ୍) ଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;

ଶ୍ରୀ ୟଙ୍ଗ ଲିୟୁଙ୍କ ସହ ସାକ୍ଷାତ ବହୁତ ଭଲ ରହିଥିଲା। ଆମର ଆଲୋଚନାରେ ଭାରତର ବୈଷୟିକ ଜ୍ଞାନକୌଶଳ ଏବଂ ନୂତନ ଇକୋ-ସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ବିଷୟ ସାମିଲ୍ ରହିଥିଲା।’’

 

BS



(Release ID: 1903364) Visitor Counter : 121