ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାଦୁଇ ପିଟାରା ଶିଶୁମାନଙ୍କ ମନରେ ନୂଆ ଉତ୍ସାହ ଓ ରଙ୍ଗ ଭରି ଦେବ: ପ୍ରଧାନମନ୍ତ୍ରୀ

Posted On: 21 FEB 2023 3:13PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରାରମ୍ଭିକ ବର୍ଷ ପାଇଁ ଶିକ୍ଷା-ପାଠ୍ୟ ଉପକରଣ ଜାଦୁଇ ପିଟାରା ଆରମ୍ଭକୁ ସ୍ୱାଗତ କରିଛନ୍ତି ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟର ଉଦ୍ଧୃତି ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଖେଳ- ଖେଳରେ ପାଠପଢାର ଭରପୂର ଆନନ୍ଦ! ଏହି ଜାଦୁଇ ପିଟାରା ଶିଶୁ ମନରେ ନୂଆ ଉତ୍ସାହ ଓ ରଙ୍ଗ ଭରି ଦେବ ।”   

 

SR



(Release ID: 1901037) Visitor Counter : 99