ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜ୍ୟ ସ୍ଥାପନ ଦିବସ ଅବସରରେ ମିଜୋରମବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 20 FEB 2023 9:11AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସ୍ଥାପନ ଦିବସ ଅବସରରେ ମିଜୋରମବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।  

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ମିଜୋରମବାସୀଙ୍କୁ ରାଜ୍ୟ ସ୍ଥାପନ ଦିବସର ଶୁଭେଚ୍ଛା । ମିଜୋରମ ନିଜ ପ୍ରାକୃତିକ ସୌନ୍ଦର୍ଯ୍ୟ, ପରିଶ୍ରମୀ ଲୋକ ଓ ସୁବିଦିତ ମିଜୋ ସଂସ୍କୃତି ପାଇଁ ପରିଚିତ । ଆଗାମୀ ଦିନରେ ମଧ୍ୟ ମିଜୋରମବାସୀଙ୍କ ଆକାଂକ୍ଷା ପୂରଣ ହେଉଥାଉ ବୋଲି କାମନା ।”    

SR


(Release ID: 1900742) Visitor Counter : 153