ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନାଗରିକଙ୍କ ‘ଇଜ ଅଫ ଲିଭିଂ’କୁ ଆଗେଇ ନେବା ପାଇଁ ଭାରତ ପ୍ରଯୁକ୍ତିକୁ ବେଶ ଗୁରୁତ୍ୱ ଦେଉଛି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 17 FEB 2023 7:31PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ନାଗରିକଙ୍କ ଇଜ ଅଫ ଲିଭିଂକୁ ଆଗେଇ ନେବା ପାଇଁ ଭାରତ ପ୍ରଯୁକ୍ତିକୁ ବେଶ ଗୁରୁତ୍ୱ ପ୍ରଦାନ କରୁଛି । ସେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ଟ୍ୱିଟର ପ୍ରତ୍ୟୁତ୍ତର ଦେଇଛନ୍ତି, ଯେଉଁଥିରେ ଏମ୍ସ ଋଷିକେଶରୁ ଡ୍ରୋନ ଦ୍ୱାରା ଦୁଇ କିଲୋ ଓଜନର ଟିବି ଔଷଧ ତେହରି ଗଡୱାଲ ଜିଲ୍ଲା ହସ୍ପିଟାଲ ପର୍ଯ୍ୟନ୍ତ ପ୍ରାୟ ୪୦ କିଲୋମିଟର (ଗୋଟିଏ ପଟ) ଆକାଶ ମାର୍ଗ ଦୂରତା ୩୦ ମିନିଟରେ ସମ୍ପନ୍ନ ହୋଇଛି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ନାଗରିକଙ୍କ ଇଜ ଅଫ ଲିଭିଂକୁ ଆଗେଇ ନେବା ପାଇଁ ଭାରତ ପ୍ରଯୁକ୍ତିକୁ ବେଶ ଗୁରୁତ୍ୱ ପ୍ରଦାନ କରୁଛି ।”  

 

SR


(ରିଲିଜ ଆଡି: 1900247) ପରିଦର୍ଶକ କାଉଣ୍ଟର : 232