ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜଳ ଜୀବନ ମିଶନ ଯୋଗୁଁ ନୀରାସାଗରବାସୀଙ୍କ ଜୀବନରେ ହୋଇଥିବା ପରିବର୍ତ୍ତନରେ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 16 FEB 2023 8:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜଳ ଜୀବନ ମିଶନ ଯୋଗୁଁ ଧାରୱାଡ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୀରାସାଗର ଗ୍ରାମବାସୀଙ୍କ ଜୀବନରେ ଆସିଥିବା ଗୁଣାତ୍ମକ ପରିବର୍ତ୍ତନ ଦେଖି ସନ୍ତୋଷ ବ୍ୟକ୍ତ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ନୀରାସାଗରବାସୀଙ୍କ ଜୀବନରେ ଆସିଥିବା ଗୁଣାତ୍ମକ ପରିବର୍ତ୍ତନ ଦେଖି ଅତ୍ୟନ୍ତ ଖୁସି ।”

 

SR


(रिलीज़ आईडी: 1899963) आगंतुक पटल : 165
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam