ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦୁଇ ଦିନରେ ଦଶ ଲକ୍ଷରୁ ଅଧିକ ସୁକନ୍ୟା ସମୃଦ୍ଧି ଜମାଖାତା ଖୋଲିଥିବାରୁ ଭାରତୀୟ ଡାକକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 11 FEB 2023 9:36PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନରେ ଦଶ ଲକ୍ଷରୁ ଅଧିକ ସୁକନ୍ୟା ସମୃଦ୍ଧି ଜମାଖାତା ଖୋଲିଥିବାରୁ ଭାରତୀୟ ଡାକକୁ ଶୁଭେଚ୍ଛା ଜଣାଇଛନ୍ତି । ଏହା କନ୍ୟାମାନଙ୍କ ଭବିଷ୍ୟତ ସୁରକ୍ଷିତ ରଖିବା ସହ ସେମାନଙ୍କୁ ସଶକ୍ତ କରିବ ।

 

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; 

“ଏହି ବଡ ସଫଳତା ପାଇଁ @IndiaPostOfficeକୁ ଅନେକ ଅନେକ ଶୁଭେଚ୍ଛା । ଏହି ଉଦ୍ୟମ ଦେଶର କନ୍ୟାମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବା ସହ ସେମାନଙ୍କୁ ସଶକ୍ତ କରିବ ।”  

 

SR


(रिलीज़ आईडी: 1898606) आगंतुक पटल : 169
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam